ଗଜପତି ଜିଲ୍ଲା ଦୁଇ ଦିନିଆ ସଟ୍ଡ଼ାଉନ୍କୁ ବଣିକ ସଂଘର ସମର୍ଥନ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ ମହିନ୍ଦ୍ରଗଡ଼ କଲୋନି ବଣିକସଂଘ ପକ୍ଷରୁ ବନ୍ଦକୁ ସଫଳ କରିବା ପାଇଁ ସଚେତନା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମିତ ଦିନକୁ ଦିନ ବୁଦ୍ଧି ପାଉଥିବା ବେଳେ ଲୁକେ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି କିନ୍ତୁ ମହିନ୍ଦ୍ରଗଡ଼ କଲେନୀ ବଣିକସଂଘ ଏପରି ଏକ ଭୋଲ ନିଷ୍ପତ୍ତି ନେଇଛନ୍ତି ଜା କି ନିଜେ ନିୟମ ମାନିବା ସହ ଲୋକଙ୍କୁ ନିୟମ ମାନିବା ପାଇଁ ଏକ ପଷ୍ଟର କରି ରାସ୍ତା ମଝିରେ ମାରି ସମ୍ପୂର୍ଣ ବନ୍ଦ କୁ ସମର୍ଥନ ଜଣାଇଛନ୍ତି ଏପରିକି ଦୁକାନ ବଜାର ବନ୍ଦ କରିବା ସହ ଗାଡ଼ିଘୁଡ଼ା ଯିବାକୁ ମନା କରିଥିଲେ ଅଯଥା ବାହାର ଜିଲ୍ଲାକୁ ଯାଇ ରୋଗ ଡାକି ଆଣନ୍ତୁନି କହିଥିଲେ ।


