ଛତିଶଗଡ ପୋଲିସ କୁ ବଡ ସଫଳତା;ଟଳିଲେ ୭ ମାଓବାଦୀ
(ଯୁଗାବ୍ଦ ନ୍ୟୁଜ )ଛତିଶଗଡ ରେ ଜୋରଦାର ମାଓ ଅପେରେସନ ଚଳାଇଛନ୍ତି ସରକାର । ଡିଷ୍ଟ୍ରିକ ରିର୍ଜଭ ଗାର୍ଡ ଗୁଳି ରେ ପ୍ରାଣ ହରାଇଛନ୍ତି ୭ ମାଓବାଦୀ । ସର୍ଚ ଅପରେସନ ବେଳେ ଛତିଶଗଡ ପୋଲିସ କୁ ମିଳିଛି ବଡ ସଫଳତା । ମାଓବାଦୀ ଙ୍କ ଠାରୁ ବିପୁଳ ପରିମାଣ ର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ଦେଇଛନ୍ତି ଛତିଶଗଡ ଡିଜି ଡିଏମ ଅଗସ୍ତି । ଜବତ ମାରଣାସ୍ତ୍ର ମଧ୍ୟରେ ଏକେ-୪୭,୩୦୩-ରାଇଫଲ ଦେଶୀ ବନ୍ଧୁକ ଆଜି ସକାଳେ ଛତିଶଗଡ ମହାରାଷ୍ଟ୍ର ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ ।


