ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଯାଜପୁର ଜିଲ୍ଳ୍ା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଯାଜପୁର ଜିଲ୍ଳ୍ା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଚ୍ଥି । ଶନିବାର ପୂର୍ବାହ୍ନରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନେ ଯୋଗଦେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ୧ମ ରୁ ୫ମ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ଥାତ୍ରୀ ଅନ୍ୱେଷା ନାୟକ ପ୍ରଥମ, ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲର ଚ୍ôଥାତ୍ର ମୃତ୍ୟୁଞ୍ଜୟ ବାରିକ ଦ୍ୱିତୀୟ ଓ ଚ୍ଥାତ୍ରୀ ସୁପ୍ରିୟା ବେହେରା ତୃତୀୟ, ୬ଷ୍ଠରୁ ୮ମ ସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଚ୍ଥକ ଚ୍ଥାତ୍ରୀ ବିଦିଶା ପଣ୍ଡା ପ୍ରଥମ, ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ଥାତ୍ରୀ ନିତ୍ୟାଶା ବନ୍ଦନା ପଟ୍ଟନାୟକ ଦ୍ୱିତୀୟ, ହରି ସାମନ୍ତ ନୋଡାଲ ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସୁପ୍ରଭା ପଟ୍ଟନାୟକ ତୃତୀୟ, ୯ମ ରୁ ୧୦ମ ସ୍ତରରେ ଯାଜପୁର ଜିଲ୍ଳ୍ା ସ୍କୁଲର ଚ୍ଥାତ୍ରୀ ବର୍ଷା ପ୍ରିୟଦର୍ଶିନୀ ମହାନ୍ତି ପ୍ରଥମ, ହରି ସାମନ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସୁକନ୍ୟା ବେହେରା ଦ୍ୱିତୀୟ, ଜବାହର ନବୋଦୟ ବିଦ୍ୟାଳୟ, ପାଣିକୋଇଲିର ଚ୍ଥାତ୍ରୀ ଦିବ୍ୟା ଦାସ ତୃତୀୟ, ମହାବିଦ୍ୟାଳୟ ସ୍ତରରେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଚ୍ଥାତ୍ର ରିତେଶ କୁମାର ମହାରଣା ପ୍ରଥମ ଓ ଚ୍ଥାତ୍ରୀ ସୁଚିତ୍ରା ରାଊତ ଦ୍ୱିତୀୟ, ଗୁରୁକୁଳ କଳିଙ୍ଗ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ ଅନିଶା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ସେହିପରି ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ୧ମ ରୁ ୫ମ ସ୍ତରୀୟ ପ୍ରତିଯୋଗିତାରେ ଡି.ଏ.ଭି. ପବ୍ଳ୍ିକ ସ୍କୁଲର ଚ୍ଥାତ୍ର ଶ୍ରୁତି ପ୍ରକାଶ ମିଶ୍ର ପ୍ରଥମ, ଗ୍ରୀନ୍ ଅକ୍ସପୋଂର୍ଡ ମଡେଲ ସ୍କୁଲର ଚ୍ଥାତ୍ର ତପନ ଜେନା ଦ୍ୱିତୀୟ ଓ ଚ୍ଥାତ୍ରୀ ବୈଷ୍ଣବୀ ମହାନ୍ତି ତୃତୀୟ , ୬ଷ୍ଠ ରୁ ୮ମ ସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଚ୍ଥକର ଚ୍ଥାତ୍ର ଓମ୍ ପ୍ରକାଶ ସାହୁ ପ୍ରଥମ, ବୈଦ୍ୟରାଜପୁର ନୋଡାଲ ୟୁପି ସ୍କୁଲର ଚ୍ଥାତ୍ର ମହେଶ କୁମାର ସାହୁ ଦ୍ୱିତୀୟ, ଗ୍ରୀନ୍ ଅକ୍ସପୋଂର୍ଡ ମଡେଲ ସ୍କୁଲର ଚ୍ଥାତ୍ର ସତ୍ୟଜିତ୍ କର ଓ ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ଥାତ୍ରୀ ସୋନାଲିକା ସାହୁ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ୯ମ ରୁ ୧୦ମ ସ୍ତରରେ ଯାଜପୁର ଜିଲ୍ଳ୍ା ସ୍କୁଲର ଚ୍ଥାତ୍ରୀ ଶ୍ରେୟାଂଶ୍ରୀ ପଣ୍ଡା ପ୍ରଥମ, ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ଥାତ୍ରୀ ପ୍ରଜ୍ଞାପରମିତା ଖୁଣ୍ଟିଆ ଦ୍ୱିତୀୟ, ଯାଜପୁର ଜିଲ୍ଳ୍ା ସ୍କୁଲର ଚ୍ଥାତ୍ରୀ ଝରଣା ଦାସ ଓ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସଂଜିବନୀ ସୁଧା ସୂତାର ଯୁଗ୍ମ ତୃତୀୟ, ମହା ବିଦ୍ୟାଳୟ ସ୍ତରରେ ବିରଜା ମହିଳା ମହା ବିଦ୍ୟାଳୟର ଚ୍ଥ୍ାତ୍ରୀ ଗୀତାଞ୍ଜଳି ସାହୁ ପ୍ରଥମ, ଗୁରୁକୁଳ କଳିଙ୍ଗ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ ସୀମା ମହମ୍ମଦି ଦ୍ୱିତୀୟ ଓ ଗୁରୁକୁଳ କଳିଙ୍ଗ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ ଅଙ୍କିତା ନାୟକ ଓ ନରସିଂହ ଚୈାଧୁରୀ ମହାବିଦ୍ୟାଳର ଚ୍ଥାତ୍ରୀ ସ୍ୱାତିଲୀନା ପରିଡା ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ସେହିପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ୬ଷ୍ଠ ରୁ ୮ମ ସ୍ତରରେ ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ଥାତ୍ର ରିଜୁଲ ପଣ୍ଡା ପ୍ରଥମ, ଡି.ଏ.ଭି. ପବ୍ଳ୍ିକ ସ୍କୁଲର ଚ୍ଥାତ୍ରୀ ଅରୋପ୍ରିୟା ମହାନ୍ତି ଦି୍ୱତୀୟ, ହାରୋ ପବ୍ଳିକ ସ୍କୁଲର ଚ୍ଥାତ୍ରୀ ଏ÷୍ୟଶୋର୍ଯ୍ୟା ରାଜ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ୯ମ ରୁ ୧୦ମ ସ୍ତରରେ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ରୀ ରୋଶନୀ ଦାଶ ପ୍ରଥମ, ସନ ପବ୍ଳ୍ିକ ସ୍କୁଲର ଚ୍ଥାତ୍ର ଶୁଭ୍ରକାନ୍ତ ମଲ୍ଲିକ ଦ୍ୱିତୀୟ ଏବଂ ଚ୍ଥାତ୍ର ଭ୍ୟୋମେଶ ପାତ୍ର ତୃତୀୟ ଏବଂ ମହାବିଦ୍ୟାଳୟ ସ୍ତରରେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଚ୍ଥାତ୍ରୀ ସାହିଲ ମହାପାତ୍ର ପ୍ରଥମ ଓ ଚ୍ଥାତ୍ରୀ କ୍ରିଷ୍ଣା ରାଣୀ ଦାଶ ଦ୍ୱିତୀୟ, ଜବାହର ନବୋଦୟ ବିଦ୍ୟାଳୟ, ପାଣିକୋଇଲିର ଚ୍ଥାତ୍ରୀ ଏ÷୍ୟଶ୍ୱର୍ଯ୍ୟା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ୧ମ ରୁ ୫ମ ସ୍ତରରେ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ରୀ ଆଲିସ୍ପା ସାମଲ ପ୍ରଥମ, ଡି.ଏ.ଭି. ପବ୍ଳ୍ିକ ସ୍କୁଲର ଚ୍ଥାତ୍ର ତୃପ୍ତି ରଂଜନ ବିଶ୍ୱାଳ ଦ୍ୱିତୀୟ, ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲର ଚ୍ଥାତ୍ରୀ ହଂସିକା ମହାନ୍ତି ଏବଂ ସନ୍ ପବ୍ଳ୍ିକ ସ୍କୁଲର ଚ୍ଥାତ୍ର ଦିବ୍ୟାଂଶୁ ମହାପାତ୍ର ଯୁଗ୍ମ ତୃତୀୟ , ୬ଷ୍ଠ ରୁ ୮ମ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ଚ୍ଥାତ୍ରୀ ସିମ୍ରନ ଜେନା ପ୍ରଥମ ଓ ଚ୍ଥାତ୍ରୀ ସାଇ ଅର୍ପିତା ମହାପାତ୍ର ଦ୍ୱିତୀୟ , ଇଣ୍ଟରନ୍ୟାସନାଲ ଦିଲ୍ଲୀ ପବ୍ଳ୍ିକ ସ୍କୁଲର ଚ୍ଥାତ୍ରୀ ଅଦିତି ପ୍ରିୟଦର୍ଶିନୀ ସାହାଣୀ ଏବଂ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ରୀ ଆକାଂଶା ସାମଲ ଯୁଗ୍ମ ତୃତୀୟ ଓ ୯ମ ରୁ ୧୦ମ ସ୍ତରରେ ଜବାହର ନବୋଦୟ ବିଦ୍ୟାଳୟର ଚ୍ଥାତ୍ର ଓମ୍ଶ୍ରୀ ପୃଷ୍ଟି ପ୍ରଥମ, ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ର ହରଜ୍ୟୋତି ପରିଡା ଓ ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ପ୍ରାର୍ଥନା ଦାସ ଯୁଗ୍ମ ଦି୍ୱତୀୟ ଏବଂ ଊପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଊମା ଶଙ୍କର ସାହୁ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ପ୍ରତିଯୋଗିତାକୁ ଲୋକ ସଂପର୍କ ଅଧିକାରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ । ଏ ସମସ୍ତ ପ୍ରତିଯୋଗୀ ସ୍ୱାଧୀନତା ଦିବସ ପାଳନ ଦିନ ଏନ୍.ସି. କଲେଜ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଊତ୍ସବରେ ଯୋଗଦାନ କରିବା ପାଇଁ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅନୁରୋଧ କରିଚ୍ଥନ୍ତି । ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ଊପରୋକ୍ତ ପ୍ରତିଯୋଗୀ ମାନଙ୍କୁ ସେହିଠାରେ ପୁରସ୍କୃତ କରିବେ ।