ଦଶପଲ୍ଲା ଥାନା ସମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଖିବା ସାମ୍ବାଦିକଙ୍କୁ ଆକ୍ରମଣ
ଦଶପଲ୍ଲା, ସାମ୍ବାଦିକଙ୍କୁ ଆକ୍ରମଣ କାରୀଙ୍କ କବଳରୁ ଉଧାର କଲା ପୋଲିସ। ,ଗତ ମାସ ୩ ତାରିଖ ଦିନ ଟାକରା ସ୍କୁଲ ଛାତ୍ର ନିଖୋଜ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ ସାମ୍ୱାଦିକ ଙ୍କୁ ଶିକ୍ଷକ ତାଲା ପକାଇ ଅଟକ ରଖିଥିଲେ , ଏନେଇ ସାମ୍ବାଦିକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ,ହେଲେ ପୋଲିସ କାହାରିକୁ ଗିରଫ କରିନଥିଲା ,ଅଭିଯୁକ୍ତ ଶିକ୍ଷକ ଗିରଫ ଦାବିରେ ଦଶପଲ୍ଲା ସାମ୍ବାଦିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଥାନା ଆଗରେ ଗତ ୫ ତାରିଖ ରୁ ଧାରଣା ଦିଆଯାଇଥିଲା ,