ମାସ୍କ ପିନ୍ଧି ନଥିବାରୁ ୧ ହଜାର ଜୋରିମାନା

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ କଟକଣା ପରିପେକ୍ଷୀରେ ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ପକ୍ଷରୁ ଆଇନ ଉଲଂଘନକାରୀଙ୍କ ଉପରେ କଡା ନଜର ରହିଛି । ଶନିବାର ୨ ଜଣ ବ୍ୟକ୍ତି ମାସ୍କ ବ୍ୟବହାର କରି ନଥିବାରୁ ସେମାନଙ୍କ ଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ