ଆସନ୍ତା କାଲିକୁ ନେଇ ଲୋକମାନଙ୍କର ଆଶଙ୍କା
ଗଂଜାମ ,(ଓ୍ବାଇଏନ୍ଏସ୍) : ଭୟାବହ ପରିସ୍ଥିତି ସୁଧୁରି ନଥିବା ବେଳେ ,ସେପଟେ ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ହୁ ହୁ ରେ ବଢି ଚାଲିଛି କୋରନା ର ପ୍ରକୋପ ରେ ଦିନକୁ ଦିନ ଜିଲ୍ଲା ର ପରିସ୍ଥିତି ଖୁବ ଗମ୍ଭୀର ହେବାରେ ଲାଗିଛି |ଏହି ପରିସ୍ଥିରେ ସେଠାକାର ଲୋକମାନେ ପ୍ରତି ମୁହୁର୍ତରେ ଡରକୁ ସାମ୍ନା କରିଚାଲିଛନ୍ତି | କେଉଁଠି ଦାଦନ ଶ୍ରମିକ ମାନଙ୍କର ଦୁଃଖ ଦୁର୍ଦଶା ଦେଖିବାକୁ ମିଳୁଛି ତ କେଉଁଠି ଲୋକମାନେ ରୋଗ ଭୟରେ ଦିନ କୁ ଦିନ ଅସହାୟ ମନେ କରୁଛନ୍ତି |ଏହି ପରିସ୍ଥିତିରେ ପ୍ରଶାସନ ଗରିବ ଶ୍ରମିକ ମାନଙ୍କୁ ସାହାଯ୍ୟ କରିବାର ପ୍ରତିଶୃତି ଦେଇ ସେମାଙ୍କୁ ସାହାଯ୍ୟ ନ ମିଳିଥିବାର ଦେଖିବାକୁ ମିଳିଛି | ଏହି ପରି ଲୋକମାନେ ବିଭିନ୍ନ ପରିସ୍ଥିତିରେ ଗତି କରୁଛନ୍ତି | ବର୍ତମାନ ପରିସ୍ଥିକୁ ସାମ୍ନା କିପରି କରାଯିବ ଓ ଆଗକୁ ପୁଣି କୋରନା ର କେଉଁ ବର୍ବରତା ଦେଖିବାକୁ ମିଳିବ ଏହି ଆଶଙ୍କାରେ ଲୋକମାନେ |


