କଲାହାଣ୍ଡି, (ଓ୍ବାଇଏନ୍ଏସ୍):କଲାହାଣ୍ଡି ଜିଲ୍ଲା ଏମ୍.ରାମପୁର ବ୍ଲକ୍ ତାଗାବାଜୁ ଗାଁରେ ଲାଗିଲା ମାଓ ପୋଷ୍ଟର l ପୋଷ୍ଟରେ ୧୮ ତାରିଖ ଦିନ ୨୪ ଘଣ୍ଟା ବନ୍ଦ କୁ ସଫଳ କରିବା ସହ ଅମର ସହିଦଙ୍କ ଅଧୁରା ସ୍ବପ୍ନକୁ ପୁରଣ କରିବା ଆଦି ଉଲ୍ଲେଖ ରହିଥିବା ବେଳେ ବନ୍ଦ କୁ ସଫଳ କରିବା ପାଇଁ ଆହ୍ବାନ ଦେଇଛି କେ.କେ.ବି.ଏନ୍ ମାଓ ସଂଗଠନ l