ପୁରୁଣା କୋଠାକୁ ସ୍ଥାନାନ୍ତର କାଜୁଆଲଟି
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଵ୍ରହ୍ମପୁର ବଡ଼ ମେଡିକାଲ ର କାଜୁଆଲଟି ବିଭାଗ ପୁଣି ଥରେ ପୁରୁଣା କୋଠାକୁ ସ୍ଥାନାନ୍ତର ହୋଇଛି । ଦୁଇ ମାସ ପୁର୍ବେ ଏହି କାଜୁଆଲଟି ବିଭାଗକୁ ନୂତନ ଏସଏସ ବ୍ଲକ କୁ ସ୍ଥାନତାର କରାଯାଇଥିଲା । ତେବେ ପୁରୁଣା କାଜୁଆଲଟିର ଉପର କୋଠା ରେ ଥିବା ଆଇସୋଲେସନ ୱାର୍ଡ ଟି DCH (ଜିଲ୍ଲା କୋଭିଡ ସେଣ୍ଟର) କୁ ସ୍ଥାନାନ୍ତର ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।


