ମା ସାଜିଲା ରାକ୍ଷାସୀ

ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସଂହଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମା ନିଜର ଜନ୍ମ କଲା ଦୁଇ ପୁଅଙ୍କୁ ଗଳା କାଟି ହତ୍ୟା କରିବା ପରେ ସ୍ତ୍ରୀ ଟ୍ରେନ ଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀ ଏଭଳି ନାରକୀୟ କାଣ୍ଡ ଘଟାଇଛି । ମୃତ ଦୁଇ ପୁଅଙ୍କ ନାମ ରବିନ୍ଦ୍ର ମାଝି (୪) ,ଦୁଷ୍ମନ୍ତ ମାଝି (୬) ହୋଇଥିବା ବେଳେ ମା ବିମଳା ମାଝି ବୋଲି ଜଣାପଡିଛି । ପରିବାର ଲୋକ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ