ରେଳ ଷ୍ଟେସନର ଉନ୍ନତ୍ତିକରଣ ପାଇଁ ଦାବୀପତ୍ର

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଦକ୍ଷିଣ ଓଡିଶାର ପ୍ରମୁଖ ବ୍ରହ୍ମପୁର ରେଲୱେ ଷ୍ଟେସନର ପାରିପାଶ୍ୱର୍ିକ ଓ ଭିତ୍ତିଭୂମିର ବିକାଶ ପାଇଁ ରେଳ ବିଭାଗର ଷ୍ଟେସନ ପରାମର୍ଶଦାତା କମିଟିର ସଦସ୍ୟ ଡ. ଶିବ ପ୍ରସାଦ ମିଶ୍ର ଲିଖିତ ଦାବି କରିଛନ୍ତି । ଦ୍ୱିତୀୟ ଓ ତୃତୀୟ ପ୍ଲାଟଫର୍ମରେ ବିଶ୍ରାମାଗାର, ଶୌଚାଳୟ , ପାନୀୟ ଜଳ ଯୋଗାଣ, ଷ୍ଟେସନ ପରିସରରେ ଔଷଧ ଦୋକାନ ଖୋଲିବା , ପୁରୀ – ଅହମ୍ମଦାବାଦ ଟ୍ରେନକୁ ଦୈନନ୍ଦିନ ଚଳାଚଳ କରିବା, ପୁରୀଠୁ ମୁମ୍ବାଇ ଆଉ ଏକ ଟ୍ରେନ ଚଳାଚଳ କରିବା , ପୁରୀଠୁ ମୁମ୍ବାଇ ଆଉ ଏକ ଟ୍ରେନ ଚଳାଚଳ କରିବା ପରି ୧୦ ଦଫା ଦାବି ପୂରଣ କରିବା ପାଇଁ ଶ୍ରୀ ମିଶ୍ର ବ୍ରହ୍ମପୁର ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ଖୋର୍ଦ୍ଧା , ରେଲୱେର ଇଷ୍ଟକଷ୍ଟର ଚେୟାରମ୍ୟାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ