ମହିଳାକଂ ମୃତଦେହ ଉଧାର
କୁକୁଡାଖଣ୍ଡି , (ଯୁଗାବ୍ବ ନ୍ୟୁଜ) : ସଦରଥାନା ଅନ୍ତଗତ ଗୁଣ୍ଠବନ୍ଧ ଗ୍ରାମରେ ଜଣେ ବିବାହିତା ମହିଳା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ନେଇ ସଦରଥାନା ରେ ଅଭିଯୋଗ ହୋଇଛି। ଏନେଇ ସଦରଥାନା ରେ ୩୧/୧୯ ମାମାଲା ରୁଜୁକରି ତଦନ୍ତ ଚଳାଇଛି ।ଘଟଣାରୁ ପ୍ରକାଶ ଯେ ଗୁଣ୍ଠବନ୍ଧ ଗ୍ରାମର ବାସୁଦେବ ମାଝିକଂ ଝିଅ ସୁମତି ମାଝୀ(୩୧) ବୁରୁକୁଦି ଗ୍ରାମରେ ବିବାହ କରିଥିଲେ।ତାକଂର ୮ମାସର ମଧ୍ୟ ଏକ ପିଲା ଅଛି।ଗତ ଅଗଷ୍ଟ ୧୮ ତାରିଖରୁ ସୁମତି ବାପ ଘରେ ରହୁଥିଲେ।ଆଜି ନିଜ ଶାଶୁ ଘରକୁ ଯିବାକୁ ସ୍ଥିର ହୋଇଥିଲା।ସକାଳେ ପରିବାର ବଗ ନିଜ କାମରେ ବ୍ୟସ୍ତ ଥିବା ବେଳେ ସୁମତି ବେଡରୁମରେ କବାଟ ବନ୍ଦ କରି ଫ୍ୟାନରେ ଝୁଲିଯାଇଥିଲେ।କବାଟ ଭିତରପଟୁ ବନ୍ଦ ଥିବା ଦେଖି ପରିବାରବଗ କବାଟ ଭାଗିଂଥିଲେ ସୁମତିକୁ ଉଧାରକରି ବ୍ରହ୍ମପୁର ବଡ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାକୁଂ ମୃତ ଘୋଷଣା କରିବା ପରେ ପରିବାରବଗ ଏନେଇ ସଦରଥାନା କୁ ଜଣାଇଥିଲେ ।ଖବରପାଇ ଏସଆଇ ଝୁନୁବାଳା ସାସମଲ ଘଟଣାସ୍ଥଳରେ ପହକ୍ରୟ;ଲ ମାଜିଷ୍ଟେଟ ଟୟଳ ଉପସ୍ଥିତିରେ ତଦନ୍ତ ଚଳାଇଥିବା ଥାନଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।


