ବନ୍ତ-ମହାନ୍ତିପଡା ରାସ୍ତା ପ୍ରଶସ୍ତିକରଣ ନେଇ ଜବରଦଖଲ ଉଚ୍ଛେଦ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକ ଅଧିନ ବନ୍ତ- ମହାନ୍ତିପଡା ରାସ୍ତା ପ୍ରଶସ୍ତିକରଣ ନେଇ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ବନ୍ତ ଡାକ୍ତରଖାନା ଛକ ଠାରୁ ହାଟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍କୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ କାର୍ଯ୍ୟ ବେଳେ ତହସିଲଦାର ଇନ୍ଦିରା ସାହୁ, ଅତିରିକ୍ତ ତହସିିିଲଦାର ବିନିତାରାଣୀ କିସ୍କୁ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର, ଆପଣ୍ଡା ରାଜସ୍ୱ ନୀରିକ୍ଷକ ସୌଭାଗ୍ୟ କୁମାର ସାହୁଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ