ପଟ୍ଟାମୁଣ୍ଡାଇରେ ବିଶ୍ୱକର୍ମା ପୂଜା

ପଟ୍ଟାମୁଣ୍ଡାଇ – ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳ ଉତ୍ସବମୁଖର ହୋଇପଡିଛି । ପଟ୍ଟାମୁଣ୍ଡାଇ ବାଇପାସ ଠାରେ ମହାବୀର ଟ୍ରକ ସଂଘ, ସରକାରୀ ବସଷ୍ଟାଣ୍ଡ ଠାରେ ଟ୍ୟାକ୍ସି ସଂଘ, ରାଧାରମଣ ଆଇଟିଆଇ, ପଟ୍ଟାମୁଣ୍ଡାଇ ସେସୁ କାର୍ଯ୍ୟାଳୟ, ଜଳସଂପଦ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ, ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଠାରେ ବିଶ୍ୱକର୍ମା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ନିର୍ମାଣ ଶ୍ରମିକମାନେ ବିଶ୍ୱକର୍ମା ଉତ୍ସବରେ ସାମିଲ ହୋଇଛନ୍ତି । ଏହି ଉତ୍ସବ ଦେଖିବା ପାଇଁ ସହରରେ ଜନସାଧାରଣଙ୍କ ଭିଡ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ