କୋଭିଡ୍ କଟକଣା ଯୋଗୁଁ ଗଜପତିରେ କେବଳ ଦୀପ ଓ ଆଲୋକ ଦ୍ୱାରା ଦୀପାବଳୀ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ସରକାର ତଥା ଗଜପତି ପ୍ରଶାସନର କୋଭିଡ୍ କଟକଣା ଯୋଗୁଁ ସାରା ଜିଲ୍ଲାରେ ଚଳିତ ବର୍ଷ କେବଳ ଦୀପ ପ୍ରଜ୍ୱଳନ ଓ ଆଲୋକ ଦ୍ୱାରା ଦୀପାବଳୀ ପାଳିତ ହେଲା । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା,ମୋହନା,ଆର.ଉଦୟଗିରି,ନୁଆଗଡ,ରାୟଗଡ,ଗୋଷାଣୀ,ଗୁମ୍ମା ଓ କାଶୀନଗର ଆଦି ବ୍ଲକରେ ସମସ୍ତ ଜନସାଧାରଣ ପ୍ରଶାସନର ଅନୁରୋଧକୁ ମାନିବା ସହ ଚଳିତ ବର୍ଷ ନିରଶ ଦୀପାବଳୀକୁ ପିତୃପୁରୁଷଙ୍କୁ ଅର୍ଘ୍ୟ ଓ ଦୀପ ଦାନ ସହ ଆଲୋକ ଦେଖାଇ ଦୀପାବଳୀ ପାଳନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ