ବୈଷୟିକ ଶିକ୍ଷକଙ୍କ ହୃଦଘାତରେ ପରଲୋକ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ  ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ବୈଷୟିକ ଶିକ୍ଷକ ଜି. ଚନ୍ଦ୍ରମଣି ରେଡ୍ଡୀ (ଦୃଷ୍ଟିହୀନ) ଶନିବାର ଅପରାହ୍ନ ୧.୩୦ ସମୟରେ ବ୍ରହ୍ମପୁର ଏମ୍.କେ.ସି.ଜି.ମେଡିକାଲରେ   ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ଅମର ଆତ୍ମା କୁ ସଦଗତି ପ୍ରଦାନ କରନ୍ତୁ । ତାଙ୍କ ପରିବାର, ଛାତ୍ର ଛାତ୍ରୀ, ବନ୍ଧୁ ଏବଂ ସହକର୍ମୀ ଙ୍କୁ ଏଦୁଃଖ ସହିବାକୁ ଭଗବାନ ଶକ୍ତି ଦିଅନ୍ତୁ । ତାଙ୍କର ସ୍ଵର୍ଗତ ଆତ୍ମା ପ୍ରତି ବନବାସୀ ସେବା  ସମିତି ଦ୍ୱାରା ପରିଚାଳିତ ସମସ୍ତ ଅନୁଷ୍ଠାନର  ସଦସ୍ୟ ଓ  କର୍ମଚାରୀ ଙ୍କ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ