ନେହେରୁ ଯୁବକେନ୍ଦ୍ର ପକ୍ଷରୁ କାମି ଏକତା ଦିବସ ପାଳିତ

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଟୁକୁଣା ନେହେରୁ ଯୁବକେନ୍ଦ୍ର ପକ୍ଷରୁ କାମି ଏକତା ଦିବସ ପାଳିତ ହୋଇଯାଇଛି । ଟୁକୁଣା ବିବେକାନନ୍ଦ କ୍ଲବ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁକ୍ୟ ଅତିôତ ଭାବେ କମଳାକାନ୍ତ ପରିଡା, ବ୍ଲକ ନେହେରୁ ଯୁବକେନ୍ଦ୍ରର ମୁଖ୍ୟ ପରିଚାଳକ ଜଗନ୍ନାଥ ପୃଷ୍ଟି ପ୍ରମୁଖ ଯୋଗଦେଇ କାମି ଏକତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବର୍ତ୍ତମାନ ସମୟରେ ଯୁବଶକ୍ତିର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏଥିରେ କ୍ଲବର ୩୦ରୁ ଉର୍ଦ୍ଧ ସଦସ୍ୟମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ