ଅସହାୟଙ୍କୁ କମ୍ବଳ ବିତରଣ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଟ୍ରଷ୍ଟ ପକ୍ଷରୁ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ପଞ୍ଚାୟତର ପ୍ରାୟ ୧୦୦ରୁ ଅଧିକ ଅସହାୟ ବୃଦ୍ଧବୃଦ୍ଧା ଓ ରୋଗଗ୍ରସ୍ଥ ବ୍ୟକ୍ତିଙ୍କୁ ଟ୍ରଷ୍ଟ ପକ୍ଷରୁ କମ୍ବଳ, ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା । ସଭାପତି ବନମାଳୀ ପୃଷ୍ଟି ଓ ସମ୍ପାଦକ ଅକ୍ଷୟ ଶତପଥିଙ୍କ ନେତୃତ୍ୱରେ ସଦସ୍ୟ ମାନେ ବିଭିନ୍ନ ଗ୍ରାମକୁ ଯାଇ କମ୍ବଳ ବିତରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ