ଅଗ୍ନି ବିପନ୍ନଙ୍କୁ ଲକ୍ଷ୍ମୀନାରାୟଣ ଗୋଲା ସଂଘ ପକ୍ଷରୁ ସହାୟତା

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମରେ ଘଟିଯାଇଥିବା ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଛି ଲକ୍ଷ୍ମୀନରାୟଣ ଗୋଲା ସଂଘ । ଲକ୍ଷ୍ମୀନାରାୟଣ ଗୋଲା ସଂଘର ସଭାପତି ଅଲେଖ ଚନ୍ଦ୍ର ଦାସ, ସମ୍ପାଦକ ରଘୁନାଥ ବେହେରା, ପୁର୍ବତନ ସରପଞ୍ଚ ସୁଦାମ ଚରଣ ଜେନା, ଚିନ୍ତାମଣି ଜେନା, ନନ୍ଦ କିଶୋର ବେହେରା, ହୃଷିକେଶ ପରିଡା ପ୍ରମୁଖ ଦୁଡୁଗାଁ ଗ୍ରାମରେ ପହଞ୍ଚି ବେଶି କ୍ଷତିଗ୍ରସ୍ତ ହୋଇଥବବା ନରହରି ଦାସ, ମଙ୍ଗୁଳୁ ଚରଣ ଦାସ, ଚିନ୍ତାମଣି ଦାସ, ଚକ୍ରଧର ଦାସ, ରମେଶ ପାଳ ପ୍ରମୁଖ ବିପନ୍ନ ପରିବାରଙ୍କୁ କମ୍ବଳ, ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ