ଗଞ୍ଜେଇ ଜବତ ୧ ଗିରଫ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦାସେଇପୂର ଛକ ନିକଟରେ ଚୋରା ଗଞ୍ଜେଇ ଚାଲାଣ ବେଳେ ପାଟପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି କ୍ଷ ଗିରଫ ଜଣଙ୍କ ହେଲେ ପାଟପୁର ଥାନା ଅନ୍ତର୍ଗତ ଧର୍ମପୁର ଗ୍ରାମର ଲକ୍ଷ୍ମୀ କାନ୍ତ ଗୌଡ଼ କ୍ଷ ପ୍ରକାଶ ଥାଉକି ଲକ୍ଷ୍ମୀକାନ୍ତ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ବ୍ରହ୍ମପୁରକୁ ଚାଲାଣ କରିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଦଶେଇପୁର ଛକରେ ପହଞ୍ଚି ଦୁଇଟି ବସ୍ତା ଜବତ କରିବା ସହ ଲକ୍ଷ୍ମୀକାନ୍ତ କୁ ଗିରଫ କରିଥିଲା କ୍ଷ ଗଞ୍ଜେଇ ଦଶେଇପୁର ରୁ ବ୍ରହ୍ମପୁର ଚାଲାଣ କରୁଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ