ଗଂଜାମ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନୂତନବର୍ଷର ଅଭିନନ୍ଦନ ଜଣାଇଲେ ସାମ୍ବାଦିକ ଗଣ
ଛତ୍ରପୁର,(ଦେବଦତ୍ତ ମହାରଣା ):ନବବର୍ଷ ଉପଲକ୍ଷେ ଛତ୍ରପୁର ର ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ବସନ୍ତ କୁମାର ମହାରଣା, ସନ୍ତୋଷ କୁମାର ସାହୁ, କ୍ଷିରୋଦ ଚନ୍ଦ୍ର ସାହୁ, ରବିନ୍ଦ୍ର ନାଥ ପଣ୍ଡା, ସୁଧୀର ନାହାକ, ସରୋଜ ସାମଲ , ସୁଜୟସୁପ୍ରକାଶ ଧଳ, ଜିତେନ୍ଦ୍ର ନାହାକ ଓ ସନ୍ତୋଷ କୁମାର ସାହୁ, ସନ୍ତୋସ ମିଶ୍ର ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ଗଂଜାମ ଡିଆରଡିଏ ପିଡି ସିନ୍ଦେ ତତ୍ତା ତ୍ରୟ ଭାଉସାହେବ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ଅଧିକାରୀ ମାନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।