ଏଚ୍ ଏସ ବି ବ୍ୟାଙ୍କ ରିପୋର୍ଟ ,୧୦ ହଜାର କର୍ମଚାରୀ ଛଟେଇ କରିବ

ନୂଆଦିଲ୍ଲୀ , ବିଶ୍ୱ ମାନ୍ଦାବସ୍ଥାର ୍ରଭାବ ସାରା ଦୁନିଆରେ ଦେଖିବାକୁ ମିଳିଛି । କମ୍ପୁଟର ନିର୍ମାଣ କରୁଥିବା କମ୍ପାନୀ ଏଚି ଦ୍ୱାରା ୧୦ ହଜାର କମ୍ପୁଟର କର୍ମଚାରୀଙ୍କୁ ଛଟେଇ କରିବାକୁ ଏଚ୍ ଏସ୍ ି ନିଷ୍ପତ୍ତି ନେଇଛି । ଦୈନିକ ଖବର କାଗଜ ଫାଇନାନ୍ସସିଆଲ ଟାଇମ୍ସ ସୋମବାର ଦିନ ନିଜର ରିୋର୍ଟରେ ଖୁଲାସା କରିଛି ।ବଡ ବଡ ଅଧିକାରୀ ମାନଙ୍କର ଛଟେଇ ରେ ର୍କ୍ୟାକରୁଥିବା କର୍ମଚାରୀ ମାନଙ୍କର ହେବ । ଚଳିତ ବର୍ଷ ବ୍ୟାଙ୍କ ଏହା ଖୁଲାସା କରିଛି େ ନିଜ କମ୍ପାନୀର ୨ ପ୍ରତିଶତ ହ୍ରାସ କରିବ ଅର୍ଥାତ୍ ୪ ହଜାର ନିଯୁକ୍ତ କମ କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ