କୂଅ ଭିତରୁ ଗଳିତ ଶବ ଉଦ୍ଧାର
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଥାନା ଅଞ୍ଚଳ ରେ ଆଜି ସକାଳ 12 ସମୟ ରେ ସ୍ଥାନୀୟ ପୋଲିସ ପ୍ରଶାସନ ଓ ଦମକଳ ବିଭାଗ ମିଳିତ ଯୁଧିଷ୍ଠିର ବିଦ୍ୟାଳୟ ର ପଛ ପାର୍ଶ୍ଵ ରେ ଥିବା କୂଅ ମଧ୍ୟରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି l ଉଦ୍ଧାର ସମୟ ରେ ସମ୍ପୂର୍ଣ ଯୁବକ ର ଗୋଡ଼ ହାତ ବାନ୍ଧହୋଇଥିବା ଦେଖିବାକୁ ମିଳିଛି ଏ ନେଇ ପୋଲିସ ତଦନ୍ତ ଆରମ୍ଭ ଚଳାଇଛି l ଘଟଣା ପ୍ରକାରେ ଗତ କାଲି ଉକ୍ତ ଯୁବକ ନିଖୋଜ ଥିବା ତାଙ୍କ ମା ସ୍ଥାନୀୟ ରେ ଅଭିଯୋଗ ଦେଇ ଥିବା ସୂଚନା ମିଳିଛି l