ଗର୍ଭବତୀ ଅଛନ୍ତି ନେହା

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ ନିକଟରେ ଦ୍ବିତୀୟ ସନ୍ତାନର ମା’ ହେବେ ବୋଲି ନିଜ ତରଫରୁ ଘୋଷଣା କରିଛନ୍ତି। ତାଙ୍କ ସ୍ବାମୀ ଅଙ୍ଗଦ ବେଦୀ ମଧ୍ୟ ସୋସିଆଲ୍ ମିଡିଆରେ ଦ୍ବିତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ନେହା ଓ ଅଙ୍ଗଦ ସେମାନଙ୍କ ପ୍ରଥମ ଝିଅ ମେହର ସହିତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆମେ ଦ୍ବିତୀୟ ସନ୍ତାନର ଜନକ-ଜନନୀ ହେବାକୁ ଯାଉଛୁ। ଏବେ ନେହା ଗର୍ଭବତୀ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ