ଛାତ୍ର ବିଜେଡ଼ି ପର୍ଯ୍ୟବେକ୍ଷକ ନିଯୁକ୍ତ

ଜଗତସିଂହପୁର ( ଅଭିଷେକ ତ୍ରିପାଠୀ) – ଜଗତସିଂହପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଇ° ସମିତ୍ କୁମାର ଲେଙ୍କା ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନକୁ ଆଖିରେ ରଖି ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳରେ ଛାତ୍ର ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । କାଳନ୍ଦୀ ଦାଶ ଙ୍କୁ ଜଗତସିଂହପୁର ବ୍ଲକ ସହିତ ପାରାଦୀପ ପୌରାଞ୍ଚଳ ଦାୟିତ୍ଵ ଦିଆଯାଇଛି ,ଅବନୀକାନ୍ତ ଦାଶ ବିରିଡ଼ି,ରଞ୍ଜିତ ନାଥ ତିର୍ତ୍ତୋଲ,ସୌମ୍ୟଶ୍ୱର (ରୁଦ୍ର) ଆଚାର୍ଯ୍ୟ ରଘୁନାଥପୁର, ଜୀବନ ଆଶ୍ରୀତ ଦାସ ଜଗତସିଂହପୁର ପୌରାଞ୍ଚଳ,ରାକେଶ ଭଟ୍ଟ ବାଲିକୁଦା,କିରଣ ବେହେରା ଏରସମା ,ରବିନାରାୟଣ କର କୁଜଙ୍ଗ , ସୌଭାଗ୍ୟ ଦାଶ ନାଉଗାଁ ବ୍ଲକର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ