ପିଲେଟ ପଡ଼ି ଖସଡ଼ା ରାସ୍ତା,ଜନଜୀବନ ଅସ୍ତବ୍ୟସ୍ତ

ଯୋଡ଼ା, (ସମୀର ଦାସ): ଯୋଡ଼ା ସହରମୁଖ୍ୟରାସ୍ତାଉପରେ ପିଲେଟ (ଲୁହାପଥର ଗୋଲି) ପରିବହନ ବେଳେଟ୍ରକରୁ ପଡ଼ିଜନସାଧାରଣଙ୍କଜୀବନ ବିପନ୍ନ କରୁଛି । ପ୍ରଶାସନିକସ୍ତରରେକେନ୍ଦୁଝରଜିଲାପାଳ ଆଶିଶଠାକ୍କରେବାରମ୍ବାର ଏ ନେଇସଂଫୃକ୍ତ ପିଲେଟ ନିର୍ମାଣକାରୀସଂସ୍ଥାକୁତାଗିଦ କଲେ ମଧ୍ୟ ଶିଳ୍ପସଂସ୍ଥାମାନେ ଜିଲାପାଳ ଙ୍କ ଆଦେଶକୁବେଖାତିରକରୁଛନ୍ତିାଶୁକ୍ରବାର ଅପରାହ୍ନରେକିଛି ପିଲେଟବୋଝେଇକରି ଯାଉଥିବାଟ୍ରକରୁ ପିଲେଟ ପଡ଼ିରାସ୍ତାରେ ଅଭାବନୀୟ ପରିସ୍ଥିତି ଦେଖିବାକୁମିଳିଥିଲ।।ଯୋଡ଼ାରସୁନାନଦୀ ପୋଲରାସ୍ତାରେ ପିଲେଟ ପଡ଼ିଥିବାରୁଜନଜୀବନ ଅସ୍ତବ୍ୟସ୍ତହୋଇପଡ଼ିଥିଲ।।ରାସ୍ତାରେ ଯାଉଥିବାସମୀର ଦାସ ,ବିଶ୍ୱଜିତବେହେରା,ମାନସ ଦାସ,ରାଧାକାନ୍ତ ବାରିକ ପ୍ରମୁଖ ଦୁଇଚକିଆ ଆରୋହୀକହିଛନ୍ତି ଯେ,ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣକଲେବିଏହାରକୌଣସି ନିଷ୍କର୍ସବାହାରୁ ନାହିାଁଗାଡ଼ିଚଳାଇବା ତ ଦୂରର କଥା ପଥଚାରୀ ମଧ୍ୟ ରାସ୍ତାରେଚାଲିବାକଷ୍ଟକରହୋଇପଡ଼ିଛିାପିଚୁରାସ୍ତାରେଗୋଲି ପଡ଼ିଥିବାରୁରାସ୍ତାଖସଡ଼ାହୋଇ ଦୁର୍ଘଟଣାଘଟୁଛିାପରିବାବିକାଳୀଜନୈକ ମହିଳାସେଠାରେ ପଡ଼ିଯାଇଥିବାମାନସ ଦାସକହିଛନ୍ତି । ପିଲେଟକୁଘୋଡ଼ଣୀରେଘୋଡ଼ାଇ ପରିବହନ କଲେଏପରି ପରିସ୍ଥିତିଉପୁଜିବ ନାହିଁବୋଲି ଅଂଚଳବାସୀକହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ