ବାଦାମପାହାଡରେ ଝାରଖଣ୍ଡ ମୁକ୍ତି ମୋର୍ଚାର ମହାମିଶ୍ରଣ ପର୍ବ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ବାଦାମପହାଡ଼ ଠାରେ ବୁଧବାର ଦିନ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଝାମୁମୋ ସଭାପତି ରାମଚନ୍ଦ୍ର ହେମ୍ବ୍ରମଙ୍କ ସଭାପତିତ୍ବରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଆଜିର ମିଶ୍ରଣ ପର୍ବରେ ଶ୍ରୀ ଶ୍ୟାମ ଚରଣ କିସ୍କୁ ପୁର୍ବତନ ବ୍ଳକ ଅଧ୍ୟକ୍ଷ କୁସୁମୀ କପ୍ସଗ୍ରେସ ଦଳ ଛାଡ଼ି ଆଜି ଝାମୁମୋ ମିଶ୍ରଣ ପର୍ବରେ ସହସ୍ରାଧିକ ଲୋକ ମାନଙ୍କ ନେଇ ଝାମୁମୋ ଦଳର ଶ୍ରୀମତୀ ଆଞ୍ଜନୀ ସୋରେନଙ୍କର ନେତୃତ୍ୱରେ ୟୋଗଦାନ କଲେ । ତାଙ୍କର ସହିତ ପଞ୍ଚାୟତ ସମିତି ସଦସ୍ୟ ଶ୍ରୀ ଦିବାକର ପୂର୍ତ୍ତି, ବାଜିନାଥ ହାପ୍ସସଦା ବାଣଜୁ ମାଝି ହରିଶ ଚନ୍ଦ୍ର ସିଂହ ଜାଗେଶ୍ବର ପାତ୍ର ସୋମୟ ମାଝି ଈଶ୍ୱର ମାର୍ଣ୍ଡି ସେପ୍ସଗେଲ ସିଂହ ବାସ୍କେ ରାଜାରାମ ମାର୍ଣ୍ଡି ମାଏସା ଟୁଡୁ ଏସକେଆବିଦ ଅଲ୍ଲୀ ଏସକେ ଆଜାଦ ଅଲ୍ଲୀ ନେଲଶନ ମାରକି ସୁନାରାମ ଟୁଡୁ ରଣଜିତ ବାରି ରଘୁନାଥ ବାରି ଦେବେନ୍ଦ୍ର ବାରି ପ୍ରବିନ ମାର୍ଣ୍ଡି ମାଝୀୟା ହେମ୍ବରମ ଓ ଅନ୍ୟ ୩୦୦ରୁ ଅଧିକ ସପ୍ସଖ୍ୟ, ସହସ୍ରାଧିକ ଲୋକ ଝାମୁମୋ ଦଳରେ ଫୁଲତୋଡା ଓ ଜେଏମଏମ ଝଣ୍ଡା ଦେଇ ଶାମିଲ କରାଯାଇଥିଲା । ଏହା ସହିତ ଜାମଦା ବ୍ଳକ ର ହେସଡା ଗ୍ରାମ ପଞ୍ଚାୟତ ସ୍ତରର ନେତା ଶ୍ରୀ ଗଙ୍ଗାରାମ ସାବୈପ୍ସୟା ମହେଶ୍ୱର କଣ୍ଡାକେଲ ଛୋଟରାୟ ସୋରେନ ବିନୁରାମ କିସ୍କୁ ରେପ୍ସଗୋ ବାରି ବିକ୍ରମ ସୋରେନ ବୁଧୁ ସିଂହ କେରୋଙ୍ଗ କୋଣ୍ଡାକେଲ କାଦେ ତରାଶ ଟୁଡୁ ବୁଧୁରାମ ସିଂକୁ ଓ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ। ଏହି ସଭା ରେ ସାଧାରଣ ସାମ୍ପାଦକ ରାମଚନ୍ଦ୍ର ହାସଦା ପ୍ରହ୍ଲାଦ ଫୁର୍ତ୍ତି, ରାଜ୍ୟ ଉପାଧ୍ୟକ୍ଷ, ପଵନ କୁମାର କେନ୍ଦୀୟ ସଦସ୍ୟ, ଦୁବରାଜ ନାଗ ,ରାଜ୍ୟ ସପ୍ସଗଠନ ସଚିବ ଅମିତ ଶର୍ମା ରାଜ୍ୟ ସପ୍ସଗଠନ ସଚିବ ରାଜ୍ୟ କୋଷାଧ୍ୟକ୍ଷ ରଣଜିତ ସିଂହ ମୟୂରଭଞ୍ଜ ମହିଳା ସଭାପତି ଶ୍ରୀମତୀ ସରୋଜନୀ ମୁର୍ମୁ ଉପସଭାପତି ପାର୍ବତୀ ପୂର୍ତ୍ତି ସହ ସଚିବ ମୀନା ସୋରେନ ଓ ଦଳର ଅନ୍ୟ ତୁପ୍ସଗ ନେତାମାନେ ଉପସ୍ଥିତ ଥିଲେ ।


