ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମଦିନ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା ): ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ବର୍ଷ ପୁର୍ତ୍ତୀ ଅବସରରେ ମୋହନାରେ ସମୁହ ଦୀପ ଦାନ ମୋଦୀଙ୍କ ଦୀର୍ଘାୟୁ କାମନା କରି ସ୍ତାନୀୟ ମା ଗ୍ରାମ ଦେବତୀ ମନ୍ଦିର ଠାରେ ୭୧ ଗୋଟି ଦୀପ ଜଳାଇ ଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ବ୍ଲକ ସଭାପତି ଜିତେନ୍ଦ୍ର କୁମାର ବେହେର. ଯୁବ ନେତା ସଞ୍ଜୟ ବେହେର ଦଳାଇ, ବରିଷ୍ଠ କର୍ମୀ ସୁବଳ ପାଇକ, ରାମ ପାତ୍ର, ଲିଙ୍କନ ବେହେର ଦଳା, ରାଜା ପାତ୍ର, ସୂର୍ଯ୍ୟ ସାହୁ, ଶିବ ପା. ସୌରଭ ପାଇକରାୟ ଏବଂ ମହିଳାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ