ବିଦ୍ୟାଧରପୁରରେ ଦୋକାନ ପୋଡିଲେ ଦୁର୍ବୁତ୍ତ

ହାଟଡିହି, (ବିକାଶ ବିଶ୍ୱାଳ) :-ସୋସୋ ଥାନା ଅଧିନସ୍ଥ ବିଦ୍ୟାଧରପୁରରେ ଏକ ଇଲୋକଟ୍ରୋନିକସ ଦୋକାନକୁ କେହି ଦୁର୍ବୁତ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଅଭିଯୋଗ ଅନୁଯାଇ ହରିଶ୍ଚନ୍ଦ୍ର ଜେନା ବଜାରରେ ଏକ ଇଲୋକଟ୍ରୋନିକସ ଦୋକାନ କରିଥିବାବେଳେ ଦୋକାନ କରିଥିବାବେଳେ ଗତକାଲି ରାତିରେ ସେ ଦୋକାନ ବନ୍ଦକରି ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୁତ ନିଆଁ ଲଗାଇ ଦେବାରୁ ଦେକାନଟି ସମ୍ପୁର୍ଣ୍ଣ ଜଳିଯାଇଛି । ଏନେଇ ସୋସୋ ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ