ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଙ୍କ ପ୍ରଚାର ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ୧୩ ନମ୍ୱର୍ ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତି ରେଣୁ ଭୂୟାଁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଉକ୍ତ ପ୍ରଚାରରେ ବିଜେପି ଜିଲ୍ଲା ସଭାପତି ଓ ପାରଳା ବିଧାୟକ ନାରାୟଣ ରାଓ, ମଣ୍ଡଳ ସଭାପତି- ଜଗନ୍ନାଥ ଖାଡଙ୍ଗାଲୁ, ତ୍ରିପତି ନାୟକ, ପ୍ରଦୀପ କୁମାର ବିଷୟୀ, ନବ କିଶୋର ଶବର, ବାଳକୃଷ୍ଣ ପଟ୍ଟନାୟକ, ସୁରେନ୍ଦ୍ର ଭୂୟାଁ ଓ ବହୁ ବିଜେପିର କର୍ମୀମାନେ ବିଜେପି କାର୍ଯ୍ୟାଲୟରୁ ବାହାରି ରାୟଗଡ଼ର ବିଭିନ୍ନ ସ୍ଥାନରେ ଚାଲି ଚାଲି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ