ମଧୁ ଆପ୍ ପିଲାଙ୍କ ପାଠ ପଢାରେ ବେଶ୍ ଉପଯୋଗୀ ହୋଇପାରିଛି : ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧୁ ଆପ୍ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସନ୍ଦେହ ଦୂର କରିବା ସହ ପାଠପଢାରେ ବେଶ୍ ସହାୟକ ହୋଇପାରୁଛି । ଏହା ମଧ୍ୟ ଶିକ୍ଷଣ ପ୍ରକ୍ରିୟାର ମୁଲ୍ୟ ଯୋଗ ପାଇଁ ସାହାର୍ଯ୍ୟ କରେ । ସ୍ମାର୍ଟ କ୍ଲାସ, ଲାବ୍ରୋଟାରୀ ଏବଂ ଇ ଲାଇବ୍ରେରୀରେ ଉପଲବ୍ଧ ସ୍ମାର୍ଟ ବୋର୍ଡ ଏହି ପ୍ରକାରର ଇ କ୍ଲାସ ପାଇଁ ମଧୁ ଆପ୍ ର ଆବଶ୍ୟକ ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରେ ମଧୁ ଆପ୍ ଦ୍ୱାରା ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ