ପେଟି ପେଟି ଦେଶୀ ଓ ବିଦେଶୀ ମଦ ଜବତ : ଦୁଇ ଗିରଫ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଛି ।ମଦ ମାଂସରେ ଭୋଟରମାନଙ୍କୁ ପ୍ରାର୍ଥୀ ମାନେ ଆପ୍ୟାୟିତ କରୁଛନ୍ତି । ତେଣୁ ନକଲି ଦେଶୀ ଓ ବିଦେଶୀ ମଦ ବିକ୍ରି ଲାଭାନ୍ବିତ ହେଉଛନ୍ତି ମଦବେପାରୀ ମାନେ । କୌଣଷି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ତରଫରୁ ବିଜାତଳା ତ୍ରାହି ହାଟ ନିକଟ ଜନୈକ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଘରୁ ସକାଳ ୮.୩୦ ରେ ଚଢାଉ କରାଯାଇ ବହୁ ପରିମାଣରେ ନକଲି ମଦ ଓ ବିଦେଶୀ ମଦ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ