ଥାନା ଅଧିକାରୀ ଙ୍କ ନେତୃତ୍ୱରେ ବ୍ୟାଙ୍କ ଠକେଇ ମାମଲାରେ : 2 ଗିରଫ
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ) :ବ୍ରହ୍ମପୁର -ସ୍ଥାନୀୟ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଗୋସାଇଁନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନଙ୍କ ନେତୃତ୍ୱରେ ଏକ ବଡ଼ ଧରଣର ବ୍ୟାଙ୍କ ଠକେଇ ରେ ସମ୍ପୃକ୍ତ ଥିବା ସ୍ୱlମ୍ମି ଓ ସ୍ତ୍ରୀ ପୁରୁଷୋତ୍ତମପୁର ଥାନା ଅଧିନରେ ଥିବା ଅରଖପୁରରୁ ଗିରଫ, ସୂଚନା ଯୋଗ୍ୟ ଉକ୍ତ ସ୍ୱାମ୍ମି ଓ ସ୍ତ୍ରୀ ଦୁହେଁ ଗିରିରୋଡରେ ଥିବା କର୍ପୋରେସନ ବ୍ୟାଙ୍କରୁ ଜାଗା ମଡଗେଜ ରଖି ମୋଟା ଅଙ୍କର ଲୋନ ନେଇଥିଲେ l ପୁଣି ସେହି ଜମିକୁ ନିଜ ପୁଅ ନାଁରେ କରି ସେହି ଜାଗାକୁ ପୁଣି ଥରେ, ସlନବଜ଼ାରରରେ ଥିବା ୟୁନିଅନ ବ୍ୟାଙ୍କ ରେ ମଡଗେଜକୁ ବନ୍ଧା ରଖି ଲକ୍ଷା ଧିକ ଟଙ୍କାର ଲୋନ ନେଇଛନ୍ତି l ଏହି ସମ୍ବଦ୍ଧରେ ଗତ କାଲି ଗିରିରୋଡ଼ ରେ ଥିବା କର୍ପୋରେସନ ବ୍ୟାଙ୍କ ବର୍ତମାନ ୟୁନିୟନ ବ୍ୟାଙ୍କ ହୋଇଛି ସେହି ବ୍ୟାଙ୍କର ମେନେଜରଙ୍କ ରିପୋର୍ଟ କ୍ରମେ ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା ଆଜି ଉକ୍ତ ସ୍ୱାମ୍ମି ଓ ସ୍ତ୍ରୀ ଗିରଫ ହୋଇ ଥାନାରେ ଅଟକ ଅଛନ୍ତି l ଏ ନେଇ କେଶ ନମ୍ବର 36/22,


