ଅନୟିତିକ ସମ୍ପର୍କ ହେଲା କାଳ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରି ସିଙ୍ଗ ଗ୍ରାମ ବିଦ୍ୟାଳୟ ପଡିଆ ରେ ଦେଖିବାକୁ ମିଳିଥିଲା ଏକ ଶବ ଯାହାକି କାଳିଆଗୁଡା ଗ୍ରାମର ବଳରାମ ବିଷୋୟୀ, ବୟସ 32, ସେ ପଞ୍ଚାନନ ଗୌଡ଼ଙ୍କ ଝିଅ ସନ୍ତୋଷିନୀ ଗୌଡ଼କୁ ବୟିଦିକ ରିତିରେ ଚାରିବର୍ଷ ତଳେ ବିବାହ କରିଥିଲେ I ସ୍ୱାମୀ ବଳରାମ ସୁରାଟରେ କାମ କରୁଥିଲି ଏହାର ସୁଯୋଗ ନେଇ ତାଙ୍କ ପଡିସା ଘର ଜଣେ ଯୁବକ ବଳରାମ ଜେନା ସହ ସନ୍ତୋଷିନୀ ଗୌଡ଼ର ଅନୟିତିକ ସମ୍ପର୍କ ରହିଥିଲା ସ୍ୱାମୀ ଏସବୁ ଜାଣିବା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ ରହିଥିଲା କିନ୍ତୁ ଆଜି ସକାଳୁ ଜଣା ପଡିଲା ଦୁହେଁ କୀଟନାଶକ ବିଷ ଖାଇଛନ୍ତି ସ୍ୱାମୀ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ସ୍ତ୍ରୀ ମୁର୍ମୁସୁ ଅବସ୍ଥାରେ ଭଞ୍ଜନଗର ମେଡିକାଲକୁ ଘରଲୋକେ ଆଣିଥିଲେ ଅବସ୍ଥା ଶୋଚନୀୟ ଥିବାରୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି I ଏନେଇ ଗାଙ୍ଗପୁର ଥାନା ଅଧିକାରୀ ଶବ ଜବତ କରିବା ସହ ବଳରାମ ବିଷୋୟୀଙ୍କ ବଡଭାଇ କାଳିଆ ବିଷୋୟୀଙ୍କ ଅଭିଯୋଗ ପ୍ରକାରେ ତଦନ୍ତ ଚଳାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ