ଟ୍ରେନ ଦୁର୍ଘଟଣାରେ 5 ମୃତ ଜଣେ ଆହତ

ଗଂଜାମ, (ଯୁଗାବ୍ଦ ନ୍ୟୁଜ) :-ଆନ୍ଧ୍ରପ୍ରଦେଶ ଶ୍ରୀକକୁଲମ ଜିଲ୍ଲାର ଚିକୁରୁପଲ୍ଲୀ ଠାରେ ଟ୍ରେନ ଦୁର୍ଘଟଣାରେ 5 ମୃତ ଜଣେ ଆହତ । କୋଏମବାଟର ଏବଂ ଶିଳଚେର ଟ୍ରେନର ଚେନ ଟାଣି ଅନ୍ୟ ରାସ୍ତାକୁ ଯିବା ବେଳେ ରେଳ ଧାରଣା ଉପରେ ଯାଉଥିବା 6 ଜଣ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଟ୍ରେନ ଶ୍ରୀକାକୁଲମ ଜିଲ୍ଲାର ଚିକୁରୁପଲ୍ଲୀ ରେଳ ଧାରଣା ଉପରେ ଚଢି ଯାଇଥିଲା । ଏଥିରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଶ୍ରୀକାକୁଲମ ମେଡିକାଲରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ