ମାଣ୍ଡିଆ ଚାଷ ସଚେତନତା ରଥ ର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କାର୍ଯ୍ଯାଳୟ ପରିସରରେ କୃଷି ବିଭାଗ ଆନୁକୂଲ୍ୟରେ ପ୍ରଣାଳୀରେ ମାଣ୍ଡିଆ ଚାଷ ସଚେତନତା ରଥ ର ଶୁଭାରମ୍ଭ ହୋଇଛି I ମୁଖ୍ୟ ଅତିଥି ଭାବେ ରାୟଗଡ ବ୍ଳକ ଅଧ୍ୟକ୍ଷା ପୁର୍ନବାସୀ ନାୟକ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ବିଡିଓ ପିତାମ୍ବର ବେହେରାଙ୍କ ସମେତ କୃଷି ବିଭାଗ ଅଧିକାରୀ ଓ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ଥିଲେ l ଉକ୍ତ ରଥ ବ୍ଲକର 21 ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଚାଷୀ ମାନଙ୍କୁ ପ୍ରଣାଳୀରେ ମାଣ୍ଡିଆ ଚାଷ ବିଷୟରେ ସଚେତନତା କରାଇବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ