ରାମଗଡରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ବୁଗୁଡା – ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ରାମଗଡରେ ବନ ବିଭାଗ ଓ ପ୍ରାଣୀଧନ ବିଭାଗ ପକ୍ଷରୁ ମିଳିତ ଭାବେ ଏକ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଗୁରୁବାର ଦିନ ଅନୁଷ୍ଟିତ ହୋଇଯାଇଛି । ଶିବିରରେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ଅତିରିକ୍ତ ବନାଞ୍ଚଳ ଅଧିକାରୀ ଦୁଃଶାସନ ପ୍ରଧାନ, ପ୍ରାଣୀଧନ ଚିକିତ୍ସକ ଡାକ୍ତର ଲକ୍ଷ୍ମୀଧର ବେହେରା ଏବଂ ପ୍ରାଣୀଧନ ନିରୀକ୍ଷକ କୁନା ସେଠୀ, ଅରୁଣ ବିଷୋୟୀ, ପବିତ୍ର କୁମାର ନାୟକ, ଓ ରବୀନ୍ଦ୍ର ସାହୁଙ୍କ ସମେତ ଉଭୟ ବିଭାଗର କର୍ମଚାରୀ ବୃନ୍ଦ ଯୋଗଦେଇ ଗୃହ ପାଳିତ ପଶୁପକ୍ଷୀ ମାନଙ୍କ ଚିକିତ୍ସା କଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ