ଗୋବିନ୍ଦପୁରୁରେ ସ୍ଥିତିନିୟନ୍ତ୍ରଣ ନେଇ ଘୋଷଣା କଲେ ସ୍ବାସ୍ଥ୍ୟ ଅଧିକାରୀ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରୁ ଗ୍ରାମରେ ଦୂଷିତ ପାଣି ପିଇ ଝାଡ଼ା ବାନ୍ତିର ଶିକାର ହେଇଥିଲେ ୨୬ତାରିଖରେ ୫ଜଣ ଆକ୍ରନ୍ତ ହୋଇଥିଲେ, ସେଥିରୁ ଜଣେ ନାବାଳିକାଙ୍କ ମୃତ ଘଟିଥିଲା ଖବର ପାଇ ମୋହନା ମେଡ଼ିକାଲ ଟିମ୍ ଗ୍ରାମରେ ପହଞ୍ଚି ଲୋକଙ୍କୁ ଗରମ ପାଣି ବେବହାର କରିବା ସହ ଓଆରଏସ ପିଇବା ପାଇଁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ୨୭ ଓ ୨୮ରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଁ ୨୩ରେ ପହଞ୍ଚିବା ବେଲେ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦେଶକ ପହଞ୍ଚିଥିଲି ଗ୍ରାମରେ, ସେଥି ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଗ୍ରାମରୁ ୮ଟି ସ୍ଥାନରୁ ନିଆଯାଇଥିଲା ପାଣିର ନମୂନା, ସେଥି ମଧ୍ୟରୁ ଦୁଇଟି କୁପରୁ ଇକୋଲାଇ ବା କୋଲି ଫର୍ମ ବେକ୍ଟ୍ରିଆ ବାହାରିଥିଲା, ଯେଉଁ ପାଣିକି ବସୁଧା ଯୋଜନାରେ ଗ୍ରାମ ବାସୀଙ୍କୁ ଦିଆଯାଉଥିଲା ପିଇବା ପାଇଁ, ପାଣି ଟାଙ୍କି ନିକଟରେ ଦୁଇ ପାଶ୍ବରେ ଅବ୍ରଜନା ପାଣି ସାଙ୍ଗକୁ ଲାଟିନ ଟାଙ୍କିର ପାଣି ସିଧା ସଳଖ କୁପରେ ପଶି ବେକ୍ତ୍ରିଆ ସୃଷ୍ଟି ହୋଇଥିଲା, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ମୋହନା ମେଡ଼ିକାଲ ଟିମି ଦିନ ରାତି ଏକ କରି ରୋଗୀଙ୍କୁ ଚିକିତ୍ସ ଜୋଗାଇବା ଦ୍ୱାରା ସ୍ଥିତି ନିୟନ୍ତ୍ରଣ ହୋଇଛି, ଏହା ଶହ ରାଜ୍ୟ ସରକାର ମଧ୍ଯ ଏଭଳୀ ଘଟଣା ପରେ ଗ୍ରାମକୁ ବିଶୁଧ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାର ଏକ ପାଣି ଗାଡ଼ି ପଠାଇଛନ୍ତି ଗ୍ରାମକୁ, ଘଟଣା ମୂଖ୍ୟ ଦାଇ ହେଉଛନ୍ତି ମୋହନା ବ୍ଲକର ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅରୁଣ ଜେନା ଯିଏକି ଗ୍ରାମର ସମସ୍ୟା ନ ବୁଝି କାର୍ଯ୍ୟାଳୟରେ ନ ରହି ଲୋକଙ୍କ ଅସୁବିଧା ବୁଝିଲେ ନାହିଁ ଯାହା ଦ୍ୱାରା ଲୋକଙ୍କୁ ୫୦ବର୍ଷ ପୁରୁଣା ଆବର୍ଜନା ପଶୁଥିବା କୁପରୁ ପାଣି ଜୋଗଉଥିଲେ ତେଣୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମ ବାସୀ, ବର୍ତମାନ ସ୍ଥତିରେ ସମସ୍ତେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ