ହାଇୱl ଚୋରି

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଗତକାଲି ରାତିରେ ଚୋରି ହେଲା ହାଇୱl ଗାଡି ଆଜି ଧରା ପଡ଼ିଲା କିନ୍ତୁ ଚୋରି କାହାଣୀରୁ ପରଦା ହତିଲାନି । ହାଇୱl ଚୋରି ହୁଏ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାମେବାରୀ ଥାନା ଅଞ୍ଚଳରୁ ସେ ନେଇ ବାମେବାରି ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ଚୋରି ହାଇୱାଟି ଆଜି ସକାଳ ଆଠଟା ସମୟରେ ମୟୁରଭଂଜ ଜିଲ୍ଲାର ରରୁଆଁ ଥାନା ଅନ୍ତର୍ଗତ ଅଙ୍ଗାର ପଦା ଗ୍ରାମ ନିକଟରୁ ପୋଲିସ ଜବତ କରିଛି ଏବଂ ଚୋରି ଅଭିଯୋରେ ଦୁଇ ଜଣକୁ ଅଟକ ରଖି କେନ୍ଦୁଝର ଜିଲ୍ଲା ବାମେବlରୀ ପୋଲିସ କୁ ହସ୍ତାନ୍ତର ମଧ୍ଯ କରିଛି । ବାମେବାରି ପୋଲିସ ରରୁଆଁ ଥାନା ଆସିଲା କଥା କଥିତ ଅଭିଯୁକ୍ତଙ୍କୁ ନେଲା , ଜବତ ହାଇୱାକୁ ବି ନେଲା କିନ୍ତୁ ଚୋରି ପଛର ପରଦା ହଟିଲାନି । ପ୍ରକୃତରେ ହାଇୱାଟିକୁ ଚୋର କାହିଁକି ଚୋରି କଲେ । ଚୋର ମାନେ ସଂପୃକ୍ତ କମ୍ପାନୀ ର କର୍ମଚାରୀ ନା ପ୍ରକୃତ ଚୋର ନା କମ୍ପାନୀ ସେମାନେ ଚାକିରୀ କରୁଥିଲେ ଥିଲେ , ତାଙ୍କର ଦରମା ବାବଦକୁ କିଛି ବକେୟା ଅଛି କି ?ଏସବୁ ପରଦା ପଛରେ ଥିବା ବେଳେ ରରୁଆଁ ଥାନା ଅଞ୍ଚଳର କିଛି ମଧ୍ୟସ୍ଥିଙ୍କୁ ସାଥିରେ ଧରି ରରୁଆଁ ଥାନା ରେ ପହଞ୍ଚିଲା ବାମେବାରି ପୋଲିସ ଦୁଇ ଜଣ ଅଭିଯୁକ୍ତ ନେଲେ ହାଇୱlକୁ ନେଲେ କିନ୍ତୁ ଘଟଣାକୁ ପରଦା ପଛରେ ରଖିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ