କିରମା ପଞ୍ଚାୟତର ବିମାନାପୁରଓନିଧିଗୁଡ଼ି ଗ୍ରାମରେ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ କୀରମା ପଞ୍ଚାୟତର ବିମାନାପୁର ଓ ନିଧିଗୁଡ଼ି ଗ୍ରାମରେ ଏକ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଭ୍ରାମ୍ୟମାଣ ପଶୁ ଚିକିତ୍ସା ଗାଡି ପହଞ୍ଚି ଗ୍ରାମରେ ପଶୁ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିବା ସହ ସଚେତନ କରାଇଥିଲେ । ଭିଏଏସ ଡକ୍ଟର ଏସ କେ ରେଡ୍ଡୀ ଓ ତାଙ୍କ କର୍ମଚାରୀଙ୍କ ସହଯୋଗ ରେ ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଭଳି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ସାଧୁବାଦ ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ