ପିଚୁ ପଡ଼ିବାର କିଛି ଦିନ ଯାଇନି ପିଚୁ ଉଠି ଲାଣି

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଠାରୁ ଗଞ୍ଜାମ ଜିଲ୍ଲା ପଜନ୍ତ୍ ଚାଲିଥିବା ଜାତୀୟ ରାଜପଥ ୩୨୬ ନୂତନ କାମ ଯେତେ ଦୃତ ଗତିରେ ଆଗକୁ ଚାଲୁଛି ସେତେ ନିମନ ମାନର ନିର୍ମାଣ ହୋଇଛି ଦୈନନ୍ଦିନ ଜାତୀୟ ରାଜପଥ ୩୨୬ରାୟଗଡା ଠାରୁ ବ୍ରହ୍ମପୁରୁ କୁ ସଂଯୋଗ କରୁଥିବା ଏହି ମୂଖ୍ୟ ରାସ୍ତା ରେ କିଛି ଦିନ ତଳେ ଏକ ଠିକା ସଂସ୍ଥା କାମ କରି ରାସ୍ତା ରେ ପିଚୁ ପକାଇ ନିର୍ମାଣ କରିଥିଲେ ହେଲେ ମାତ୍ର ଗୋଟିଏ ପୁସ୍ତହ ଯାଇନି ମୋହନା ଠାରୁ ଲୁହାଗୁଡ଼ି ମଧ୍ୟରେ ପିଚୁ ଉଠି ବଜରୀ ଗୁଡ଼ି ବାହାରିଲାଣି ଯାହା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ରହିଛି ବୋଲି ଗାଡ଼ି ଚାଳକ ମାନେ ମତ ପ୍ରକାଶ କରିଛନ୍ତି ସେପଟେ ରାସ୍ତା କାମ ରେ ପିଚୁ କୁଅଣ୍ଟୀଡି କମ ଥିବା ଶହ ଜାତୀ ରାଜପଥ ବିଭାଗ ର ଖାମ ଖେୟାଲ ପାଇଁ ଠିକାଦାର୍ ନିମ୍ନ ମାନର କାମ କରିଛନ୍ତି ତେଣୁ ଏହାର ତଦନ୍ତ କରି ପୁନର୍ବାର ରାସ୍ତା ନିର୍ମାଣ ହେଉ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ