ହତ୍ୟା ଅଭିଯୁକ୍ତ ଆସାମୀ ଗିରଫ ଓ କୋର୍ଟ ଚାଲାଣ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ଥାନା ଅନର୍ଗତ କୀଡୀଗାଁ ଗ୍ରାମରେ ଗତ ଦୁଇ ଦିନ ତଳେ ଅଜଣା ବ୍ୟକ୍ତି କୁ ହତ୍ୟା କରିଥିବା ଘଟଣାରେ କୀଡୀଗାଁ ଗ୍ରାମର ପି. ଇଶ୍ୱର ରାଓ ନାମଙ୍କ ଆସାମୀ କୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି. କେଶ ନମ୍ବର ୧୪୮/୨୨୧୪୮/୨୨ରେ ୩୦୨ ଦଫା ଓ ୩୨୫ ଦଫାରେ ଜେଲ ପଠାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ