ଅସହାୟ ମାନଙ୍କୁ ନିରାଶ୍ରୟ ସେବାଶ୍ରମ ସ୍ଵେଛାସେବୀ ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ

ନିମାପଡ଼ା, (ସନ୍ତୋଷ ଦାଶ):ନିରାଶ୍ରୟ ସେବାଶ୍ରମ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ନିଆଳି ନୂଆଗାଁ ହରିଜନ ସାହିରେ ଥିବା ଗରିବ ଅସହାୟ ଲୋକମାନଙ୍କୁ ନୂଆ ବର୍ଷ ଅବସର ରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ସଭାପତି ମାନସ କୁମାର ପାଢ଼ୀ, ଉପସଭାପତି ଜୟକୃଷ୍ଣ ସାହୁ, ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ସତ୍ୟଭୂଷଣ ନାୟକ, ପ୍ରମୋଦ କୁମାର ସାହୁ, ତ୍ରିନାଥ ବେହେରା,ବୈରାଗୀ ସାହୁ, କବିନ୍ଦ୍ର ନାୟକ ଓ ଉପଦେଷ୍ଟା ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ । ନୁଆବର୍ଷରେ ଏପରି ଏକ ମହତ୍ କାର୍ଯ୍ୟ କରିଥିବାରୁ ଅଞ୍ଚଳବାସି ନିରାଶ୍ରୟ ସେବାଶ୍ରମ କୁ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ