ଛତ୍ରପୁର ପ୍ରେସ କ୍ଳବ ରେ ସାଧାରଣତନ୍ତ୍ର ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ପ୍ରେସ କ୍ଳବର ନୂତନ କାର୍ଯ୍ୟାଳୟ ଠାରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ପ୍ରେସ କ୍ଳବ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଜାତୀୟ ପତାକା ଉତୋଳନ କରିଥିଲେ l ଏହି ଅବସରରେ କ୍ଳବର ଉପଦେଷ୍ଠା ରବୀନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ,କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ କୁମାର ସାହୁ ଓ ଅଜିତ ସ୍ୱାଇଁ, ସଭ୍ୟ କେ. ସତ୍ୟ ନାରାୟଣ ରେଡ୍ଡୀ, ଦେବବ୍ରତ ପଣ୍ଡା, ସନ୍ତୋଷ କୁମାର ସାହୁ, ବିସ୍ମୟ ପ୍ରଧାନ, ରବିନ୍ଦ୍ର ନାହାକ,କିଶୋର ଚନ୍ଦ୍ର ମହାନ୍ତି, ଗୌର ପ୍ରସାଦ ମହାପାତ୍ର,ଇଜୁ ଆମିନ ଖାନ ଓ କେ. ରମେଶ ଙ୍କ ସମେତ ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ