କଳିଙ୍ଗ ପଦର ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗାୟାଗଣ୍ଡା ପଞ୍ଚାୟତର କଳିଙ୍ଗ ପଦର ଅଚ୍ୟୁତାନନ୍ଦ ଆଶ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଉତ୍ସବରେ ଉଦ୍ ଘାଟକ ଜୟଶ୍ରୀ ସାହୁ (ଅଧ୍ଯକ୍ଷା, ପଞ୍ଚାୟତ ସମିତି, ଜଗନ୍ନାଥ ପ୍ରସାଦ) ମୁଖ୍ୟବକ୍ତା : .ଶ୍ରୀଯୁକ୍ତ ଅନ୍ନଦା ପ୍ରସାଦ ତ୍ରିପାଠି (ପ୍ରଧାନ ଶିକ୍ଷକ ତଥା ଜ୍ୟୋତିଷ ବିଶାରଦ) ସମ୍ମାନିତ ଅତିଥି: ଶ୍ରୀଯୁକ୍ତ ଶିବ ସେଠୀ ( ଜିଲ୍ଲା ପରିଷଦ ସଭ୍ୟ, ଜୋ ନଂ – ୨୨) ଶ୍ରୀମତି ପଦ୍ମଜା ପାତ୍ର(ସରପଞ୍ଚ, ଗାୟାଗଣ୍ଡା ଗ୍ରା. ପ.) ଶ୍ରୀମତି ସୌମ୍ୟା ଶ୍ରୀ ଓଦଣ୍ଡରା (ସମିତି ସଭ୍ୟା ଗାୟା ଗଣ୍ଡା ଗ୍ରା. ପ.) ଶ୍ରୀଯୁକ୍ତ ସିମାଞ୍ଚଳ ଜାନୀ (ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରି, ଜଗନ୍ନଥ ପ୍ରସଦ) ଶ୍ରୀଯୁକ୍ତ କମକ ଲୋଚନ ପଣ୍ଡା (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ) ଶ୍ରୀଯୁକ୍ତ ମାଧବ ସାହୁ (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ) ଶ୍ରୀଯୁକ୍ତ ପ୍ରଫୁଲ କୁମାର ସାହୁ (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ) ଶ୍ରୀଯୁକ୍ତ ବିଭୁନଦନ ପଟ୍ଟନାୟକ (ଗାୟାଗଣ୍ଡା M ସ୍କୁଲ ପ୍ରଧାନ ଶିକ୍ଷକ) ଶ୍ରୀଯୁକ୍ତ ଚକ୍ରପାଣି ନାୟକ (ସଭ୍ୟ, ବିଦ୍ଯାଳୟ ପରିଚାଳନା ଓ ବିକାଶ କମିଟି) ଆଇନଜୀବୀ : ରଙ୍କନିଧି ପାତ୍ର ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ତିଲୋଚନ ମଲ୍ଲିକ ନେତୃତ୍ଵରେ ବାର୍ଷିକ ଉତ୍ସବରେ ପ୍ରତିଯୋଗତା ତଥା କବାଡ଼ି, ଦୈଡ଼ , ହାଇଜମ୍ପ, ଲଙ୍ଗଜମ୍ପ, ଝୋଟି , ମ୍ୟୁଜିକ ଚେଆର, ସଙ୍ଗତରେ ପ୍ରଥମ, ଦ୍ଵିତୀୟ , ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ଏବଂ ତତ୍ ସଙ୍ଗେ ସଙ୍ଗେ ସାଂସ୍କତିକ ମୋନରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ