ବିପୁଲିଙ୍ଗୀ ଗ୍ରାମରେ ମା ବୁଢୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ବିପୂଳଙ୍ଗି ଗ୍ରାମ ନିକଟରେ ଥିବା ମା ବୁଢୀ ଠାକୁରାଣୀଙ୍କ ଜୀର୍ଣ୍ଣ ଉଦ୍ଧାର ମନ୍ଦିର ପ୍ରତିଷ୍ଠା ତଥା ଘୃତ ଯଜ୍ଞ, ନାମଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଛି, ରବିବାର ଦିନ ଜଳଯାତ୍ରା ଓ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଏହି ପ୍ରତିଷ୍ଠା ଉତ୍ସବ ପଣ୍ଡିତ ବାସୁଦେବ ମିଶ୍ର ଓ ପଣ୍ଡିତ ମହେଶ୍ୱର ଆଚାର୍ଯ୍ୟଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହେଉଛି, ଏହାକୁ ବିପୂଳୀଙ୍ଗି ଓ ତେଲା ପଲ୍ଲୀ ଗ୍ରାମବାସୀ ଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି, ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତ ଙ୍କ ଭିଡ଼ ଜମୁ ଛି, ସନ୍ଧ୍ୟା ରେ ପ୍ରବଚନ ଓ ଭାଜନ ସମାରୋହ ଅନୁଷ୍ଠିତ ହୋଉଛି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ