ନିଜ ଦେହରେ ନିଆଁ ଲଗାଇ ବାଳକ ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକର ଭୋଳା ସାହି ଗ୍ରାମର ନବମ ଶ୍ରେଣୀର ଛାତ୍ର ବଡ ଭଉଣୀର ଗାଳି ସହିନପାରି ନିଜ ଶରୀରରେ ନିଆଁ ଲଗାଇ ମୃତ ବରଣ କରିଛି । ସେ ସେହି ଗ୍ରାମ ସ୍କୁଲର ପଢୁଥିବା କାଳିଦାସ ମାରାଣ୍ଡି ବୋଲି ଜଣାପଡିଛି । ଘରେ କବାଟ ଭାଙ୍ଗି ପରିବାର ଲୋକେ ତାଙ୍କୁ ବଡସାହି ପରେ ବାରିପଦା ମେଡିକାଲରେ ଭର୍ତ୍ତିକରିଥିଲେ ।ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ବାଳକର ମୃତ୍ୟୁ ହୋଇଛି ।ଏନେଇ ପୋଲିସ ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟେବଚ୍ଛେଦ ପାଇଁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ