ବରିଷ୍ଠ ବିଜେତି ନେତା ହୃଷୀକେଶ ପାଢୀ ଗଞ୍ଜାମ ଜିଲା ଉପସଭାପତି
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶନିବାର ଘୋଷଣା କରାଯାଇଛି | ଶ୍ରୀ ପାଢୀ ପୂର୍ବ ରୁ ଶେରଗଡ ଡିଗ୍ରୀ କଲେଜର ସଭାପତି ସମେତ ଅନେକ ଅନୁଷ୍ଠାନ ସହିତ ଜଡ଼ିତ ଓ ବିଜେଡି ପାଇଁ ଆରମ୍ଭରୁ କାର୍ଯ୍ଯ କରି ଆସୁଛନ୍ତି । ଏହି ପଦବୀ ମିଳିବା ପରେ ତାଙ୍କୁ ଗୌରହରି ବିଷୋୟୀ, ପାଣ୍ଡବ ବେହେରା, ଦୁର୍ଗାପ୍ରସାଦ ବିଷୋୟୀ, ଶ୍ରୀଦୀପ ମହାପାତ୍ର, ବାସୁଦେବ ସ୍ବାଇଁ, ଅନିଲ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ମଳିକ, ପ୍ରସନ୍ନ କୁମାର ପଣ୍ଡା, ବାସୁଦେବ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।