ଦୁଇଟି ସ୍ଥାନ ରୁ ବିଷାକ୍ତ ସାପ ଉଦ୍ଧାର

ମୋହନା, (ଅଂଶୁମାନ ପଣ୍ଡା):ମୋହନା ବନ ବିଭାଗ ପକ୍ଷରୁ ତିନି ଦିନ ଧରି ବିଷାକ୍ତ ସାପ ଉଦ୍ଧାର କରାଯାଉଛି ମଙ୍ଗଳବାର ଦିନ ମୋହନା ମେଡିକାଲ ଅତିରିକ୍ତ ଅଧିକାରୀ ଜୟପ୍ରକାଶ ପଣ୍ଡା ଙ୍କ ସରକାରୀ ଗୃହ ରୁ ୪ପୁଟ ର କଉଡିଆ ଚିଟି ସାପ ଉଦ୍ଧାର କରି ଲେଡବନ୍ଧ ଜଙ୍ଗଲ ରେ ଛାଡିଥିଲେ ପରେ ମୋହନା ବ୍ଲକ କାର୍ଯ୍ୟାଳୟ ରୁ ୫ପୁଟ ର ନାଗ ସାପ ଉଦ୍ଧାର କରିଥିଲେ ବନପାଳ ଦେବାଶିଷ ଶତପଥି ଓ ଟିମ ପରେ ଅଠର ନଳା ଜଙ୍ଗଲ ରେ ଛାଡିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ