ଉଯାପିତ ହେଲା ପୋଷଣ ସଚେତନତା
ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଲକ ଦୁର୍ଗମ ଅଂଚଳ ରେ ବସବାସ କରୁଥିବା ଗାଁ ଗୁଡିକୁ ରେ ବିଭିନ୍ନ ସମୟ ରେ ସଚେତନତା ଅଭାବ ରୁ ସରକାରୀ ଯୋଜନା ରୁ ବଂଚିତ ହେଇ କମ ବୟସ ରୁ ପୁଅ ଝିଅ ଙ୍କୁ ବିବାହ କରାଇବା ସହ ଗର୍ଭବପାତ ର ଶିକାର ହେଉଛନ୍ତି ଯାହାକୁ ନେଇ ସରକାର ଙ୍କ ନିଦେଶ କ୍ରମେ ଜିଲ୍ଲା ପାଳ ଙ୍କ ଅନୁକଲ୍ୟା ରେ ମୋହନା ସାନମାନିତା ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ 18ଟି ଦୁର୍ଗମ ପଂଚାୟତ ର ଗାଁ ଗୁଡିକୁ ରେ ପୋଷଣ କାର୍ଯ୍ୟକ୍ରମ ଦ୍ୱାରା ଦାସକାଟିଆ ମାଧ୍ୟମ ରେ ମମତା ଯୋଜନା ବାଲ୍ୟ ବିବାହ ରୋକିବା, ଶିଶୁ ଓ ଗର୍ଭବତୀ, ପ୍ରସବ ମା ଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲୀ ହେବା ପାଠ ପଡିବା ଅଙ୍ଗନବାଡି ଓ ଆସ ଙ୍କ ଠାରୁ ପରମାର୍ଶ ନେଇ ସଚେତନତା ରହିବା ବୋଲି ବୁଝା ଯାଇଛି ଶେଷ ଦିନ ରେ ମୋହନା ବ୍ଲକ ଠାରେ ଅନୁଷ୍ଠିତ କରି ଉଯାପିତ କରାଯାଇଥିବା ଶିଶୁଵିକାଷ ଅଧିକାରିଣୀ ଲଳିତା ମଲ୍ଲିକ କହିଛନ୍ତି


