ଗୁରାଣ୍ଡି ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ମଧୁବାବୁ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ବରିଷ୍ଠ ନାଗରିକ ତରଫରୁ ଓଡ଼ିଆ ସ୍ବାଭୀମାନୀ ମଧୁବାବୁଙ୍କ ୧୭୭ ତମ ଜୟନ୍ତୀ ବରିଷ୍ଠ ନାଗରିକ ଆପନ୍ନା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଶିଷ୍ଠ ଶିକ୍ଷାବିତ୍ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମୁଖ୍ୟଅତିଥ୍‌ ଭାବେ ଯୋଗଦେଇ ମଧୂବାବୁଙ୍କ ଜୀବନୀ କିଭଳି ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ ଓ ସେ କି କିଭଳି ଉତ୍କଳ ସମ୍ମିଳନୀ ୧୯୦୩ରେ ଆରମ୍ଭ କରି ଓଡ଼ିଆ ଭାଷାକୁ ଜାଗ୍ରତ କରାଇଥିଲେ ଏବଂ ଓଡିଆ ଏକତ୍ରୀକରଣରେ ସହାୟକ ତଥା ଉଦ୍ୟମ କରିଥିଲେ 69 ସେ ନେଇ ବକ୍ତବ୍ୟ ରଖିଥିଲେ। 496 ମୁଖ୍ୟବକ୍ତା ଭାବେ ଆର୍ତ୍ତତ୍ରାଣ ଚଇନ ସମ୍ମାନିତ ଅତିଥ୍‌ ବାବେ ପିତବାସ ସାମଲ ଓ ଏମ୍. ଖଗେଶ୍ବର ରାଓ ଯୋଗ ଦେଇଥିଲେ | ଶେଷରେ ଅର୍ଜୁନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ